ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନବରାତ୍ରି ଅବସରରେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
प्रविष्टि तिथि:
30 MAR 2025 11:37AM by PIB Bhubaneswar
30. 03. 2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନବରାତ୍ରି ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ମାତୃଦେବୀଙ୍କ ପୂଜା ପାଇଁ ସମର୍ପିତ ପଣ୍ଡିତ ଜସରାଜ ଜୀଙ୍କ ଏକ ଭଜନ ମଧ୍ୟ ଶେୟାର କରିଛନ୍ତି।
X ରେ ପୃଥକ ପୋଷ୍ଟରେ ସେ ଲେଖିଛନ୍ତି :
"ମୋର ଦେଶବାସୀଙ୍କୁ ନବରାତ୍ରିର ଶୁଭେଚ୍ଛା। ଶକ୍ତି-ସାଧନାର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସାହସ, ସଂଯମ ଏବଂ ଶକ୍ତିରେ ପରିପୂର୍ଣ୍ଣ କରୁ। ଜୟ ମାତା ଦି !"
"ନବରାତ୍ରିର ଆରମ୍ଭ ଦେବୀ ମାତାଙ୍କ ଭକ୍ତମାନଙ୍କ ମଧ୍ୟରେ ଭକ୍ତିର ଏକ ନୂତନ ଉତ୍ସାହ ଜାଗ୍ରତ କରେ। ଦେବୀ ମାତାଙ୍କ ପୂଜା ପାଇଁ ସମର୍ପିତ ପଣ୍ଡିତ ଜସରାଜ ଜୀଙ୍କ ଏହି ପ୍ରାର୍ଥନା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିବ..."
***
SSP
(रिलीज़ आईडी: 2159265)
आगंतुक पटल : 23
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam