ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମରିସସର ଲୋକମାନଙ୍କୁ ସେମାନଙ୍କ ଜାତୀୟ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 MAR 2025 9:59AM by PIB Bhubaneshwar

12 . 03. 2025 : ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସର ଲୋକମାନଙ୍କୁ ସେମାନଙ୍କ ଜାତୀୟ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି। "ଆଜିର କାର୍ଯ୍ୟକ୍ରମଗୁଡ଼ିକରେ, ଉତ୍ସବଗୁଡ଼ିକରେ ଅଂଶଗ୍ରହଣ କରିବା ପାଇଁ ଅପେକ୍ଷା କରୁଛି", ବୋଲି ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଗତକାଲିର ପ୍ରମୁଖ ବୈଠକ ଏବଂ କାର୍ଯ୍ୟକ୍ରମ ଗୁଡ଼ିକର ମୁଖ୍ୟ ସୂଚନା ମଧ୍ୟ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି :

"ମରିସସର ଲୋକମାନଙ୍କୁ ଜାତୀୟ ଦିବସର ଶୁଭେଚ୍ଛା। ଆଜିର କାର୍ଯ୍ୟକ୍ରମଗୁଡ଼ିକରେ, ଉତ୍ସବଗୁଡ଼ିକରେ ଅଂଶଗ୍ରହଣ କରିବା ପାଇଁ ଅପେକ୍ଷା କରୁଛି।

ଗତକାଲିର ମୁଖ୍ୟ କଥାଗୁଡ଼ିକ ସମ୍ପର୍କରେ ଏଠାରେ ଦିଆଯାଇଛି, ଯାହା ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ କାର୍ଯ୍ୟକ୍ରମ ସହିତ ବହୁତ ଘଟଣାପୂର୍ଣ୍ଣ ଥିଲା..."

***

SSP


(ରିଲିଜ ଆଡି: 2159256) ପରିଦର୍ଶକ କାଉଣ୍ଟର : 24