ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ବେଲଜିୟମର ରାଜକୁମାରୀ ଆଷ୍ଟ୍ରିଡଙ୍କୁ ଭେଟିଛନ୍ତି
प्रविष्टि तिथि:
04 MAR 2025 5:49PM by PIB Bhubaneshwar
04 .03. 2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଲଜିୟମର ରାଜକୁମାରୀ ଆଷ୍ଟ୍ରିଡଙ୍କୁ ଭେଟିଛନ୍ତି। ସେ ଭାରତରେ 300 ସଦସ୍ୟ ବିଶିଷ୍ଟ ଅର୍ଥନୈତିକ ମିଶନର ନେତୃତ୍ୱ ନେବା ପାଇଁ ତାଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
X ରେ ଏକ ପୋଷ୍ଟରେ ସେ କହିଛନ୍ତି :
“ବେଲଜିୟମର ରାଜକୁମାରୀ ଆଷ୍ଟ୍ରିଡଙ୍କୁ ଭେଟି ଖୁସି ହେଲି। ଭାରତରେ 300 ସଦସ୍ୟଙ୍କ ଆର୍ଥିକ ମିଶନର ନେତୃତ୍ୱ ନେବା ପାଇଁ ତାଙ୍କ ପଦକ୍ଷେପକୁ ଗଭୀର ଭାବରେ ପ୍ରଶଂସା କରୁଛି। ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା, କୃଷି, ଜୀବନ ବିଜ୍ଞାନ, ନବସୃଜନ, ଦକ୍ଷତା ଏବଂ ଶୈକ୍ଷିକ ଆଦାନପ୍ରଦାନ କ୍ଷେତ୍ରରେ ନୂତନ ସହଭାଗୀତା ମାଧ୍ୟମରେ ଆମ ଲୋକଙ୍କ ପାଇଁ ଅସୀମ ସୁଯୋଗ ଉନ୍ମୋଚନ କରିବାକୁ ଅପେକ୍ଷା କରିଛି।
****
SSP
(रिलीज़ आईडी: 2159246)
आगंतुक पटल : 22
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam