ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବୁଦ୍ଧ ପୂର୍ଣ୍ଣିମାରେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
12 MAY 2025 8:47AM by PIB Bhubaneswar
12. 05.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମାର ପବିତ୍ର ଅବସରରେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରାଯାଇଥିବା ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି;
ଦେଶର ସମସ୍ତ ନାଗରିକଙ୍କୁ ଶୁଭକାମନା। ସତ୍ୟ, ସମାନତା ଏବଂ ସଦ୍ଭାବର ନୀତି ଉପରେ ଆଧାରିତ ଭଗବାନ ବୁଦ୍ଧଙ୍କ ବାର୍ତ୍ତା ମାନବତା ପାଇଁ ମାର୍ଗଦର୍ଶକ ହୋଇଛି। ତ୍ୟାଗ ଏବଂ ତପସ୍ୟା ପ୍ରତି ଉତ୍ସର୍ଗୀକୃତ ତାଙ୍କର ଜୀବନ ସର୍ବଦା ବିଶ୍ୱ ସମ୍ପ୍ରଦାୟକୁ କରୁଣା ଏବଂ ଶାନ୍ତି ପ୍ରତି ପ୍ରେରଣା ଦେବ।"
***
SSP
(ରିଲିଜ ଆଡି: 2158931)
ପରିଦର୍ଶକ କାଉଣ୍ଟର : 28
ଏହି ରିଲିଜ ପଢନ୍ତୁ :
Tamil
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam