ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ୭୬ତମ ଜନରାଜ୍ୟ ଦିବସର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଲେ
Posted On:
26 JAN 2025 10:20PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ସୁଶ୍ରୀ ପେଟୋଗଟାରନ ସିନାୱାତ୍ରାଙ୍କୁ ୭୬ତମ ଗଣତନ୍ତ୍ର ଦିବସର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ଏକ୍ସରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଏକ ପୋଷ୍ଟ ରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦି କହିଛନ୍ତି;
“ପ୍ରଧାନମନ୍ତ୍ରୀ ସୁଶ୍ରୀ ପେଟୋଗଟାରନ ଶିନାୱାତ୍ରା PM @ingshin ଆପଣଙ୍କ ଶୁଭକାମନକୁ ହାର୍ଦ୍ଦିକ ପ୍ରଶଂସା କରୁଛି, କାରଣ ଆମେ ଭାରତୀୟ ଗଣତନ୍ତ୍ରର ଗୌରବଶାଳୀ ୭୫ ବର୍ଷର ଉତ୍ସବ ମନାଉଛୁ । ଥାଇଲାଣ୍ଡ ସହ ଆମର ସମ୍ପର୍କ ଅତ୍ୟନ୍ତ ଗଭୀର । ଆଞ୍ଚଳିକ ଯୋଗାଯୋଗକୁ ବଢ଼ାଇବା ସହ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧିରେ ସହଯୋଗ ପାଇଁ ଆଶା ରଖୁଛି ।”
SR
(Release ID: 2158841)
Visitor Counter : 3
Read this release in:
English
,
Urdu
,
Hindi
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam