ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଓଏନ୍ଡିସି କ୍ଷୁଦ୍ର ବ୍ୟବସାୟକୁ ସଶକ୍ତ କରିବା ଏବଂ ଇ-କମର୍ସରେ ବିପ୍ଳବ ଆଣିବାରେ ଯୋଗଦାନ ଦେଇଛି: ପ୍ରଧାନମନ୍ତ୍ରୀ
Posted On:
02 JAN 2025 10:23AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ଷୁଦ୍ର ବ୍ୟବସାୟକୁ ସଶକ୍ତ କରିବା ଏବଂ ଇ-କମର୍ସରେ ବିପ୍ଳବ ଆଣିବାରେ ଓଏନ୍ଡିସିର ଯୋଗଦାନ ଉପରେ ଆଲୋକପାତ କରିଛନ୍ତି । ଏହା ଅଭିବୃଦ୍ଧି ତଥା ସମୃଦ୍ଧିକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ।
ଏକ୍ସରେ ଶ୍ରୀ ପୀୟୁଷ ଗୋୟଲଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି;
“ଓଏନ୍ଡିସି କ୍ଷୁଦ୍ର ବ୍ୟବସାୟକୁ ସଶକ୍ତ କରିବା ଏବଂ ଇ-କମର୍ସରେ ବିପ୍ଳବ ଆଣିବାରେ ଅବଦାନ ଦେଇଛି ଏବଂ ଏହିପରି ଭାବରେ ଅଭିବୃଦ୍ଧି ତଥା ସମୃଦ୍ଧିକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।”
SR
(Release ID: 2158837)
Visitor Counter : 4
Read this release in:
Assamese
,
English
,
Gujarati
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Tamil
,
Telugu
,
Kannada
,
Malayalam