ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାର୍ଡିଆକ ସର୍ଜନ ଡ. କେ. ଏମ. ଚେରିଆନଙ୍କ ନିଧନରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

Posted On: 26 JAN 2025 3:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖ୍ୟାତନାମା କାର୍ଡିଆକ ସର୍ଜନ ଡ. କେ.ଏମ. ଚେରିଆନଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି;

“ଆମ ଦେଶର ଜଣେ ସମ୍ମାନଜନକ ଡାକ୍ତର ଡ. କେଏମ. ଚେରିଆନଙ୍କ ପରଲୋକରେ ଗଭୀର ଦୁଃଖିତ । କାର୍ଡିଓଲୋଜିରେ ତାଙ୍କର ଯୋଗଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ଯେ ଯେ କେବଳ ଅନେକ ବ୍ୟକ୍ତିଙ୍କ ଜୀବନ ବଂଚାଇଛନ୍ତି ତାହା ନୁହେଁ, ସେ ଭବିଷ୍ୟତର ଡାକ୍ତରମାନଙ୍କୁ ମାର୍ଗଦର୍ଶନ ମଧ୍ୟ କରିଛନ୍ତି । ପ୍ରାଦ୍ୟୋଗିକୀ ଓ ନବାଚାର ଉପରେ ସେ ସର୍ବଦା ଜୋର୍ ଦେଉଥିଲେ ଦୁଃଖର ଏହି ସମୟରେ ତାଙ୍କ ପରିବାର ଓ ବନ୍ଧୁଙ୍କ ପ୍ରତି ମୋର ସମବେଦନା: ପ୍ରଧାନମନ୍ତ୍ରୀ @narendramodi”

SR


(Release ID: 2158829)