ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରୁଷରେ ବିମାନ ଦୁର୍ଘଟଣା ଜନିତ ପ୍ରାଣହାନି ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 24 JUL 2025 11:04PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ପ୍ରାଣହାନି ପାଇଁ ଶୋକ ପ୍ରକାଶ କରିଛନ୍ତି। ‘‘ଆମେ ରୁଷ ଏବଂ ଏହାର ଲୋକଙ୍କ ସମର୍ଥନରେ ଠିଆ ହୋଇଛୁ’’, ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି:

‘‘ରୁଷରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ପ୍ରାଣହାନି ପାଇଁ ଗଭୀର ଦୁଃଖ ପ୍ରକାଶ କରୁଛି। ପୀଡିତଙ୍କ ପରିବାର ପ୍ରତି ଆମର ଗଭୀର ସମବେଦନା ଜଣାଉଛୁ। ଆମେ ରୁଷ ଏବଂ ଏହାର ଲୋକଙ୍କ ସମର୍ଥନରେ ଠିଆ ହୋଇଛୁ।’’

***

PS


(ରିଲିଜ ଆଡି: 2158785) ପରିଦର୍ଶକ କାଉଣ୍ଟର : 21