ପୋଷ୍ଟ କରାଯିବା ଦିନାଙ୍କ:
21 AUG 2025 7:16AM by PIB Bhubaneswar
15.04.25 : ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ସି. ପି. ରାଧାକ୍ରିଷ୍ଣନ୍ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡେଲରେ ଏକ୍ସ ରେ ପୋଷ୍ଟ କରାଯାଇଛି:
“ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ସି. ପି. ରାଧାକ୍ରିଷ୍ଣନ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି।
@CPRGuv”