ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନବରୋଜରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ
प्रविष्टि तिथि:
16 AUG 2025 1:03PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାର୍ସୀ ନବ ବର୍ଷ, ନବରୋଜ ଅବସରରେ ଆଜି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
“ପାର୍ସୀ ନବବର୍ଷର ହାର୍ଦ୍ଦିକ ଶୁଭକାମନା! ଆମ ରାଷ୍ଟ୍ର ପାଇଁ ପାର୍ସୀଙ୍କ ନିରନ୍ତର ଯୋଗଦାନ ପାଇଁ ଆମେ ସମସ୍ତେ ଗର୍ବିତ । ଏହି ବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ଉତ୍ତମ ସ୍ୱାସ୍ଥ୍ୟ ଆଣୁ । ନବରୋଜ ମୁବାରକ!”
SR
(रिलीज़ आईडी: 2157764)
आगंतुक पटल : 9
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada