ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ବିଶ୍ୱ ଚଳଚ୍ଚିତ୍ର ଜଗତରେ ଗୌରବାନ୍ୱିତ ୫୦ ବର୍ଷ ପୂରଣ କରିଥିବାରୁ ଥିରୁ ରଜନୀକାନ୍ତ ଜୀଙ୍କୁ ଅଭିନନ୍ଦନ ଜଣାଇଲେ

ପୋଷ୍ଟ କରାଯିବା ଦିନାଙ୍କ: 15 AUG 2025 9:35PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ଚଳଚ୍ଚିତ୍ର ଜଗତରେ ଗୌରବାନ୍ୱିତ ୫୦ ବର୍ଷ ପୂରଣ କରିଥିବାରୁ ଥିରୁ ରଜନୀକାନ୍ତ ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି;

“ବିଶ୍ୱ ଚଳଚ୍ଚିତ୍ର ଜଗତରେ ଗୌରବାନ୍ୱିତ ୫୦ ବର୍ଷ ପୂରଣ କରିଥିବାରୁ ଥିରୁ ରଜନୀକାନ୍ତ ଜୀଙ୍କୁ ଅଭିନନ୍ଦନ । ତାଙ୍କର ଏହି ଯାତ୍ରା ସ୍ୱତନ୍ତ୍ର, ତାଙ୍କର ବିବିଧ ଭୂମିକା ପିଢ଼ି ନିର୍ବିଶେଷରେ ଲୋକଙ୍କ ମନରେ ସ୍ଥାୟୀ ପ୍ରଭାବ ପକାଇଛି । ତାଙ୍କର ଏହି ସଫଳତା ଜାରି ରହୁ ଏବଂ ଆସନ୍ତା ଦିନରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ କାମନା କରୁଛି ।

@rajinikanth”

SR


(ରିଲିଜ ଆଡି: 2157146) ପରିଦର୍ଶକ କାଉଣ୍ଟର : 46