ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଶିବୁ ସୋରେନ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସାର ଗଙ୍ଗାରାମ ହସପିଟାଲ ଗଲେ ପ୍ରଧାନମନ୍ତ୍ରୀ
Posted On:
04 AUG 2025 2:17PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଶିବୁ ସୋରେନ୍ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସାର ଗଙ୍ଗାରାମ ହସପିଟାଲରେ ପହଞ୍ଚିଥିଲେ ।
ଏକ୍ସ ରେ ଭିନ୍ନ ଭିନ୍ନ ପୋଷ୍ଟରେ ସେ ଲେଖିଛନ୍ତି:
“ଶ୍ରୀ ଶିବୁ ସୋରେନ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସାର ଗଙ୍ଗାରାମ ହସପିଟାଲ ଯାଇଥିଲେ । ତାଙ୍କ ପରିବାରବର୍ଗଙ୍କୁ ମଧ୍ୟ ଭେଟିଥିଲେ । ହେମନ୍ତ ଜୀ, କଳ୍ପନା ଜୀ ଏବଂ ଶିବୁ ସୋରେନଙ୍କ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।
@HemantSorenJMM
@JMMKalpanaSoren ”
“ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବୁ ସୋରେନ ଜୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ଦୁଃଖର ଏହି ସମୟରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଲି । ତାଙ୍କ ସମ୍ପୂର୍ଣ୍ଣ ଜୀବନ ଜନଜାତିଙ୍କ କଲ୍ୟାଣ ନିମନ୍ତେ ସମର୍ପିତ ଥିଲା, ଯେଉଁଥିପାଇଁ ସେ ସଦା ସ୍ମରଣୀୟ ହୋଇ ରହିବେ ।
@HemantSorenJMM
@JMMKalpanaSoren ”
SR
(Release ID: 2152090)
Read this release in:
Punjabi
,
English
,
Urdu
,
Hindi
,
Marathi
,
Manipuri
,
Assamese
,
Bengali
,
Gujarati
,
Tamil
,
Telugu
,
Kannada
,
Malayalam