ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ହରିୟାଣାର ରାଜ୍ୟପାଳ

Posted On: 30 JUL 2025 6:04PM by PIB Bhubaneshwar

ହରିୟାଣାର ରାଜ୍ୟପାଳ ପ୍ରଫେସର ଅଶୀମ କୁମାର ଘୋଷ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ହ୍ୟାଣ୍ଡେଲ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“ହରିୟାଣାର ରାଜ୍ୟପାଳ ପ୍ରଫେସର ଅଶୀମ କୁମାର ଘୋଷ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।”

 

SR


(Release ID: 2150524)