ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାରଗିଲ ବିଜୟ ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 JUL 2025 8:46AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାରଗିଲ ବିଜୟ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏହି ଅବସର ସେହି ବୀର ସନ୍ତାନମାନଙ୍କ ଅଦ୍ୱିତୀୟ ବୀରତ୍ ସାହସ କଥା ସ୍ମରଣ କରାଇ ଦେଉଛି, ଯେଉଁମାନେ କି ଦେଶର ଗୌରବର ସୁରକ୍ଷା ପାଇଁ ସେମାନଙ୍କ ବଳିଦାନ ଦେଇଥିଲେ

ପ୍ରଧାନମନ୍ତ୍ରୀ ଏକ୍ସ ଏକ ପୋଷ୍ଟରେ କହିଛନ୍ତି:

ଦେଶବାସୀଙ୍କୁ କାରଗିଲ ବିଜୟ ଦିବସରେ ଢେର ଶୁଭକାମନା ଏହି ଅବସର ଆମକୁ ମା ଭାରତୀର ସେହି ବୀର ସୁପୁତ୍ରଙ୍କ ଅପ୍ରତିମ ସାହସ ଶୌର୍ଯ୍ୟକୁ ସ୍ମରଣ କରାଇଦେଉଛି, ଯେଉଁମାନେ କି ଦେଶର ଆତ୍ମସମ୍ମାନର ରକ୍ଷା ପାଇଁ ନିଜର ଜୀବନକୁ ସମର୍ପିତ କରିଦେଇଥିଲେ ମାତୃଭୂମି ପାଇଁ ବଳିଦାନ ସକାଶେ ସେମାନଙ୍କ ଉତ୍ସାହ ପ୍ରତ୍ୟେକ ପିଢ଼ିକୁ ପ୍ରେରଣ ଦେଉଥିବ ଜୟହିନ୍ଦ!”

SR


(ରିଲିଜ ଆଡି: 2148970) ପରିଦର୍ଶକ କାଉଣ୍ଟର : 20