ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇଦ୍‌-ଉଲ୍‌-ଅଦ୍‌ହାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 JUN 2025 9:09AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ୍‌-ଉଲ୍‌-ଅଦ୍‌ହା ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଇଦ୍‌-ଉଲ୍‌-ଅଦ୍‌ହାର ହାର୍ଦ୍ଦିକ ଶୁଭକାମନା । ଏହି ଉତ୍ସବ ଆମ ସମାଜରେ ସଦ୍ଭାବନାକୁ ପ୍ରେରଣା ଦେଉ ଏବଂ ଶାନ୍ତି ସ୍ଥାପନାକୁ ମଜବୁତ କରୁ । ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି ।”

 

SR


(ରିଲିଜ ଆଡି: 2135052) ପରିଦର୍ଶକ କାଉଣ୍ଟର : 15