ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୂତନ ଓସିଆଇ ପୋର୍ଟାଲକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
19 MAY 2025 8:08PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂତନ ଓସିଆଇ ପୋର୍ଟାଲକୁ ପ୍ରଶଂସା କରିଛନ୍ତି । “ଉନ୍ନତ ସୁବିଧା ଏବଂ ଦକ୍ଷ କାର୍ଯ୍ୟକ୍ଷମତା ସହ ନୂତନ ଓସିଆଇ ପୋର୍ଟାଲ ନାଗରିକ ଅନୁକୂଳ ଡିଜିଟାଲ ପ୍ରଶାସନକୁ ପ୍ରୋତ୍ସାହିତ କରୁଛି” ଶ୍ରୀ ମୋଦୀ କହିଛନ୍ତି ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଏକ ବିବୃତିର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି,
“ଉନ୍ନତ ସୁବିଧା ଏବଂ ଦକ୍ଷ କାର୍ଯ୍ୟକ୍ଷମତା ସହ ନୂତନ ଓସିଆଇ ପୋର୍ଟାଲ ନାଗରିକ ଅନୁକୂଳ ଡିଜିଟାଲ ପ୍ରଶାସନକୁ ପ୍ରୋତ୍ସାହିତ କରୁଛି ।”
SR
(ରିଲିଜ ଆଡି: 2129874)
ପରିଦର୍ଶକ କାଉଣ୍ଟର : 13
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam