ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାରାଣା ପ୍ରତାପଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 09 MAY 2025 2:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୀର ଯୋଦ୍ଧା ମହାରାଣା ପ୍ରତାପଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଶ୍ରୀ ମୋଦୀ ଏକ୍ସ ରେ ଲେଖିଛନ୍ତି:

“ଦେଶର ମହାନ୍ ବୀର ମହାରାଣା ପ୍ରତାପଙ୍କୁ ତାଙ୍କ ତାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ । ମାତୃଭୂମିର ସ୍ୱାଭିମାନର ରକ୍ଷା ଲାଗି ସେ ଯେଉଁଭଳି ସାହସ ଓ ଶୌର୍ଯ୍ୟର ପରିଚୟ ଦେଇଥିଲେ, ଏହା ଆଜି ବି ଆମର ବୀର-ବୀରାଙ୍ଗନାଙ୍କ ପାଇଁ ପଥପ୍ରଦର୍ଶକ ହୋଇ ରହିଛି । ମା’ ଭାରତୀଙ୍କୁ ସମର୍ପିତ ତାଙ୍କର ପରାକ୍ରମୀ ଜୀବନ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇ ଚାଲିଥିବ ।”

SR

 

 


(रिलीज़ आईडी: 2128019) आगंतुक पटल : 14
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada