ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ

Posted On: 01 MAY 2025 9:30AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ରାଜ୍ୟର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସ ର ଭିନ୍ନ ଭିନ୍ନ ପୋଷ୍ଟରେ ସେ କହିଛନ୍ତି:

“ମହାରଷ୍ଟ୍ର ଦିବସ ଅବସରରେ ରାଜ୍ୟର ଲୋକମାନଙ୍କୁ ଶୁଭେଚ୍ଛା,ଯେଉଁମାନେ କି ସର୍ବଦା ଭାରତର ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଆମେ ଯେତେବେଳେ ମହରାଷ୍ଟ୍ର କଥା ଭାବୁ, ସେତେବେଳେ ଏହି ରାଜ୍ୟର ଗୌରବଶାଳୀ ଇତିହାସ ଏବଂ ଲୋକଙ୍କ ସାହସ ଆପେ ଆପେ ଆମ ଭାବନାକୁ ଆସିଥାଏ । ରାଜ୍ୟ ଏବେ ପ୍ରଗତିର ଏକ ମଜବୁତ ସ୍ତମ୍ଭରେ ପରିଣତ ହୋଇଛି ଏବଂ ଏହା ନିଜର ମୂଳଭିତ୍ତି ସହ ଜଡ଼ିତ ହୋଇ ରହିଛି । ରାଜ୍ୟର ପ୍ରଗତି ପାଇଁ ମୋର ଅସୀମ ଶୁଭକାମନା ।”

SR


(Release ID: 2126665) Visitor Counter : 9