ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଗୁଜରାଟର ସ୍ଥାପନା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ

प्रविष्टि तिथि: 01 MAY 2025 9:05AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ସ୍ଥାପନା ଦିବସରେ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସ ର ଭିନ୍ନ ଭିନ୍ନ ପୋଷ୍ଟରେ ସେ ଲେଖିଛନ୍ତି:

“ଗୁଜରାଟର ଜନସାଧାରଣଙ୍କୁ ରାଜ୍ୟର ସ୍ଥାପନା ଦିବସର ଗୌରବପୂର୍ଣ୍ଣ ଅବସରରେ ମୋର ଶୁଭକାମନା । ଏହି ରାଜ୍ୟ ନିଜର ସଂସ୍କୃତି, ଉଦ୍ୟମଶୀଳତାର ଭାବନା ଏବଂ ଗତିଶୀଳତା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଗୁଜରାଟର ଜନସାଧାରଣ ବିଭିନ୍ନ କ୍ଷେତ୍ରରେ ନିଜର ଉକ୍ରୃଷ୍ଟତା ପ୍ରଦର୍ଶନ କରିଛନ୍ତି । ରାଜ୍ୟ ପ୍ରଗତିର ନୂତନ ଶୀର୍ଷତାରେ ପହଞ୍ଚୁ, ଏହି କାମନା ।” 

SR


(रिलीज़ आईडी: 2125984) आगंतुक पटल : 33
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam