ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ମୋଦୀ ସରକାର ଦୃଢ଼ ଭାବେ ନିଶାଦ୍ରବ୍ୟ ନେଟୱାର୍କକୁ ମୂଳପୋଛ କରୁଛନ୍ତି: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ


ନିଶାମୁକ୍ତ ଭାରତ ନିର୍ମାଣର ନିରନ୍ତର ପ୍ରୟାସରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ ୧୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମ ମାଦକ ଦ୍ରବ୍ୟ ଜବତ ସହିତ ଏକ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଛି

ସମୁଦ୍ରରେ ଏହି ଅପରେସନ ନିଶାଦ୍ରବ୍ୟ କାରବାରକୁ ମୂଳପୋଛ କରିବା ପାଇଁ ମୋଦୀ ସରକାରଙ୍କ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟର ଏକ ଉଜ୍ଜ୍ୱଳ ଉଦାହରଣ

ବିପୁଳ ସଫଳତା ପାଇଁ ଗୁଜରାଟ ପୋଲିସ ଏଟିଏସ୍ ଏବଂ ଭାରତୀୟ ତଟରକ୍ଷୀ ବାହିନୀକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରଶଂସା କରିଛନ୍ତି

प्रविष्टि तिथि: 14 APR 2025 12:35PM by PIB Bhubaneshwar

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ମୋଦୀ ସରକାର ଦୃଢ଼ ଭାବେ ନିଶାଦ୍ରବ୍ୟ ନେଟୱାର୍କକୁ ମୂଳପୋଛ କରୁଛନ୍ତି

'ଏକ୍ସ " ରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି," ନିଶାମୁକ୍ତ ଭାରତ ନିର୍ମାଣର ନିରନ୍ତର ପ୍ରୟାସରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ ୧୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଛିସମୁଦ୍ରରେ ଏହି ଅପରେସନ, ନିଶାଦ୍ରବ୍ୟର କାରବାରକୁ ମୂଳପୋଛ କରିବା ପାଇଁ ମୋଦୀ ସରକାରଙ୍କ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟର ସଫଳତାର ଏକ ଉଜ୍ଜ୍ୱଳ ଉଦାହରଣଏହି ବିଶାଳ ସଫଳତା ପାଇଁ ଗୁଜରାଟ ପୋଲିସ ଏଟିଏସ୍ ଏବଂ ଭାରତୀୟ ତଟରକ୍ଷୀ ବାହିନୀକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ।

HS/Swadhin


(रिलीज़ आईडी: 2121623) आगंतुक पटल : 60
इस विज्ञप्ति को इन भाषाओं में पढ़ें: Bengali , English , Urdu , हिन्दी , Marathi , Punjabi , Gujarati , Tamil , Telugu , Malayalam