ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାଲିଆନାୱାଲା ବାଗର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 APR 2025 9:03AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାଲିଆନାୱାଲା ବାଗର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସେ କହିଛନ୍ତି ଯେ, ଆଗାମୀ ପିଢ଼ି ସର୍ବଦା ସେମାନଙ୍କର ଅଦମ୍ୟ ସାହସକୁ ସ୍ମରଣ ରଖିବ।

ସେ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି:

ଆମେ ଜାଲିଆନାୱାଲା ବାଗର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ ଆଗାମୀ ପିଢ଼ି ସେମାନଙ୍କର ଅଦମ୍ୟ ସାହସକୁ ସର୍ବଦା ମନେ ରଖିବ ଏହା ପ୍ରକୃତରେ ଆମ ଦେଶର ଇତିହାସରେ ଏକ କଳା ଅଧ୍ୟାୟ ଥିଲା ସେମାନଙ୍କ ବଳିଦାନ ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ପ୍ରମୁଖ ମୋଡ ନେଇଥିଲା

 

SR


(ରିଲିଜ ଆଡି: 2121509) ପରିଦର୍ଶକ କାଉଣ୍ଟର : 46