ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହନୁମାନ ଜୟନ୍ତୀର ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 12 APR 2025 9:17AM by PIB Bhubaneswar

 

ଆଜି ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଦେଶବାସୀଙ୍କୁ ହନୁମାନ ଜୟନ୍ତୀର ଅନେକ ଶୁଭକାମନା ସଂକଟମୋଚନଙ୍କ କୃପାରୁ ଆପଣମାନଙ୍କ ଜୀବନ ସର୍ବଦା ସୁସ୍ଥ, ସୁଖୀ ଏବଂ ସମୃଦ୍ଧ ରହୁ, ଏହା ହିଁ ମୋର କାମନା

 

SR


(रिलीज़ आईडी: 2121355) आगंतुक पटल : 44
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam