ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନବ ସମ୍ବତସର୍‌, ଉଗାଡି, ସାଜିବୁ, ଚେଇରା ଓବା, ଗୁଡି ପଡୱା, ଚେଟି ଚନ୍ଦ ଓ ନବରେହ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 30 MAR 2025 11:40AM by PIB Bhubaneswar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ଦେଶବାସୀଙ୍କୁ ନବ ସମ୍ବତ୍ସର୍, ଉଗାଡି, ସାଜିବୁ ଚେଇରା ଓବା, ଗୁଡି ପଡୱା, ଚେଟି ଚନ୍ଦ ଏବଂ ନବରେହ ଅବସରରେ ଶୁଭକାମନା ଜଣାଇଛନ୍ତି

ଏକ୍ସରେ ପୃଥକ ପୃଥକ ପୋଷ୍ଟରେ ସେ ଲେଖିଛନ୍ତି:

ସମସ୍ତ ଦେଶବାସୀଙ୍କୁ ନବ ସମ୍ବତ୍ସର ଅବସରରେ ଅନେକ ଶୁଭକାମନା ଏହି ପବିତ୍ର ପର୍ବ ଆପଣମାନଙ୍କ ଜୀବନରେ ନୂଆ ଉତ୍ସାହ ଭରିଦେଉ, ଯାହା ବିକଶିତ ଭାରତର ସଂକଳ୍ପରେ ମଧ୍ୟ ନୂଆ ଉନ୍ମାଦନା ଆଣିଦେବ

“Wishing you all a Happy Ugadi!”

ಎಲ್ಲರಿಗೂ ಯುಗಾದಿ ಹಬ್ಬದ ಶುಭಾಶಯಗಳು!”

అందరికీ ఉగాది శుభాకాంక్షలు!”

Sajibu Cheiraoba wishes!”

Gudi Padwa greetings to everyone!”

सर्वांना गुढी पाडव्याच्या शुभेच्छा!”

“Best wishes on Cheti Chand!”

Navreh Poshte!”

 

SR


(रिलीज़ आईडी: 2116948) आगंतुक पटल : 39
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam