ପୋଷ୍ଟ କରାଯିବା ଦିନାଙ୍କ:
17 MAR 2025 10:29PM by PIB Bhubaneswar
ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଇସିନା ଡାଇଲଗ ୨୦୨୫ରେ ଯୋଗ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
“ରାଇସିନା ଡାଇଲଗ @raisinadialogue ରେ ଯୋଗଦେଲି ଏବଂ ମୋର ବନ୍ଧୁ ଖ୍ରୀଷ୍ଟାଫର ଲକ୍ସନଙ୍କ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ମତାମତ ଶୁଣିଲି ।
@chrisluxonmp”
SR