ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମହିଳାଙ୍କ ବିକାଶରୁ ମହିଳାଙ୍କ ନେତୃତ୍ୱରେ ବିକାଶ ଦିଗରେ ଭାରତର ପରିବର୍ତ୍ତନ ଉପରେ ଏକ ଲେଖା ସେୟାର କଲେ

प्रविष्टि तिथि: 08 MAR 2025 2:42PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମହିଳା ଏବଂ ବାଳ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା ଲିଖିତ ଏକ ଲେଖ ସେୟାର କରିଛନ୍ତି । ଏଥିରେ ବର୍ଣ୍ଣନା କରାଯାଇଛି ଭାରତ କିପରି ମହିଳାଙ୍କ ବିକାଶରୁ ମହିଳାଙ୍କ ନେତୃତ୍ୱରେ ବିକାଶ ଦିଗକୁ ଅଗ୍ରସର ହେଉଛି ଏବଂ ଏହାକୁ ନେତୃତ୍ୱକର୍ତ୍ତା ଏବଂ ନିର୍ଣ୍ଣାୟକ ରୂପରେ ସଶକ୍ତ କରୁଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ କରାଯାଇଛି:

“କେନ୍ଦ୍ର ମନ୍ତ୍ରୀ @Annapurna4BJP ଲେଖିଛନ୍ତି କି ଭାରତ କିଭଳି ମହିଳାଙ୍କ ବିକାଶ ରୁ ମହିଳାଙ୍କ ନେତୃତ୍ୱରେ ବିକାଶ ଦିଗକୁ ଅଗ୍ରସର ହେଉଛି ଏବଂ ଏହାକୁ ନେତୃତ୍ୱକର୍ତ୍ତା ଓ ନିର୍ଣ୍ଣାୟକ ରୂପରେ ସଶକ୍ତ କରୁଛି ।”

SR


(रिलीज़ आईडी: 2109736) आगंतुक पटल : 59
इस विज्ञप्ति को इन भाषाओं में पढ़ें: Marathi , English , Urdu , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam