ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ୟାରିସ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଯାପନୀ ବକ୍ତବ୍ୟ
प्रविष्टि तिथि:
11 FEB 2025 6:25PM by PIB Bhubaneshwar
ଆଜିର ଆଲୋଚନାରେ ଗୋଟିଏ କଥା ସାମ୍ନାକୁ ଆସିଛି - ସବୁ ଅଂଶୀଦାରଙ୍କ ଦୃଷ୍ଟିକୋଣ ଓ ଉଦ୍ଦେଶ୍ୟରେ ଏକତା ରହିଛି।
‘‘ଏଆଇ ଫାଉଣ୍ଡେସନ’’ ଏବଂ ‘‘ସଷ୍ଟେନେବଲ ଏଆଇ କାଉନସିଲ୍’’ ପ୍ରତିଷ୍ଠା କରିବାର ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି। ଏହି ପଦକ୍ଷେପଗୁଡ଼ିକ ପାଇଁ ମୁଁ ଫ୍ରାନ୍ସର ରାଷ୍ଟ୍ରପତି ଓ ମୋର ପ୍ରିୟ ବନ୍ଧୁ ମାକ୍ରୋନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ମୋର ସମ୍ପୂର୍ଣ୍ଣ ସମର୍ଥନ ପାଇଁ ଆଶ୍ୱାସନା ଦେଉଛି।
ଆମକୁ ‘‘ଏଆଇ ପାଇଁ ବୈଶ୍ୱିକ ଭାଗିଦାରୀ’’କୁ ମଧ୍ୟ ବାସ୍ତବରେ ବୈଶ୍ୱିକ କରିବାକୁ ହେବ। ଏହା ଗ୍ଲୋବାଲ୍ ସାଉଥ୍ ଏବଂ ଏହାର ପ୍ରାଥମିକତା, ଚିନ୍ତା ଏବଂ ଆବଶ୍ୟକତାକୁ ଅଧିକ ଅନ୍ତର୍ଭୁକ୍ତ କରିବା ଉଚିତ।
ଏହି ଆକ୍ସନ୍ ସମିଟର ଗତି ବଢ଼ାଇବା ପାଇଁ ପରବର୍ତ୍ତୀ ଶିଖର ସମ୍ମିଳନୀ ଆୟୋଜନ କରି ଭାରତ ଖୁସି ହେବ।
ଧନ୍ୟବାଦ।
********
P.S.
(रिलीज़ आईडी: 2102053)
आगंतुक पटल : 48
इस विज्ञप्ति को इन भाषाओं में पढ़ें:
English
,
Khasi
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam