ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମଦାନୀ ଉପରେ ନିର୍ଭରଶୀଳତା କମାଇବା, ଘରୋଇ ମୂଲ୍ୟ ଶୃଙ୍ଖଳାକୁ ମଜବୁତ କରିବା ଏବଂ ୨୦୭୦ ସୁଦ୍ଧା ଭାରତର ‘ନେଟ୍ ଜିରୋ’ ଲକ୍ଷ୍ୟକୁ ସମର୍ଥନ କରିବା ପାଇଁ ଏନ୍‌ସିଏମ୍‌ଏମ୍‌ ଲକ୍ଷ୍ୟ ରଖିଛି : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 JAN 2025 1:12PM by PIB Bhubaneswar

ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା, ଘରୋଇ ମୂଲ୍ୟ ଶୃଙ୍ଖଳାକୁ ମଜବୁତ କରିବା ଏବଂ ୨୦୭୦ ସୁଦ୍ଧା ଭାରତର ‘ନେଟ୍ ଜିରୋ’ ଲକ୍ଷ୍ୟକୁ ସମର୍ଥନ କରିବା ପାଇଁ ଜାତୀୟ କ୍ରିଟିକାଲ୍ ମିନେରାଲ୍ସ ମିଶନ ଲକ୍ଷ୍ୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ନ୍ୟାଶନାଲ କ୍ରିଟିକାଲ୍ ମିନେରାଲ୍ସ ମିଶନ୍ (ଏନ୍‌ସିଏମ୍‌ଏମ୍‌) ଉପରେ କେନ୍ଦ୍ର ମନ୍ତ୍ରୀ ଜି. କିଶନ୍ ରେଡ୍ଡୀଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟର ଉତ୍ତରରେ ଶ୍ରୀ ମୋଦୀ ଲେଖିଛନ୍ତି :

“ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା, ଘରୋଇ ମୂଲ୍ୟ ଶୃଙ୍ଖଳାକୁ ମଜବୁତ କରିବା ଏବଂ ୨୦୭୦ ସୁଦ୍ଧା ଭାରତର ‘ନେଟ୍ ଜିରୋ’ ଲକ୍ଷ୍ୟକୁ ସମର୍ଥନ କରିବା ପାଇଁ ନ୍ୟାଶନାଲ୍ କ୍ରିଟିକାଲ୍ ମିନେରାଲ୍ସ ମିଶନ୍ କିପରି ଲକ୍ଷ୍ୟ ରଖିଛି, ସେ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ କିଶନ୍ ରେଡ୍ଡୀ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ।”

 

                                           

SR


(ରିଲିଜ ଆଡି: 2097789) ପରିଦର୍ଶକ କାଉଣ୍ଟର : 37