ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଟିଂ ରିଟ୍ରିଟ ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 29 JAN 2025 10:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଟିଂ ରିଟ୍ରିଟ ଉତ୍ସବରେ ଯୋଗ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଆକର୍ଷଣୀୟ ବିଟିଂ ରିଟ୍ରିଟ ଉତ୍ସବରେ ଯୋଗ ଦେଲି । ଆମ ସେନାର ପରମ୍ପରା ଓ ଉତ୍ସାହର ଏହା ଅନନ୍ୟ ପ୍ରଦର୍ଶନ । ଏହାର କିଛି ଝଲକ ଏଠାରେ ।”

“ବିଟିଂ ରିଟ୍ରିଟ ଉତ୍ସବ ସନ୍ଧ୍ୟାର ଅଧିକ କିଛି ଝଲକ ସେୟାର କରୁଛି” ।

SR


(रिलीज़ आईडी: 2097516) आगंतुक पटल : 45
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam