ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

୨୦୨୪ର ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କଲା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ




ଜାନୁଆରୀ ୧୭, ୨୦୨୫ରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ

Posted On: 02 JAN 2025 2:26PM by PIB Bhubaneshwar

 

 

କେନ୍ଦ୍ର ଯୁବ ବ୍ୟାପାର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୪ ଘୋଷଣା କରାଯାଇଛି। ଆସନ୍ତା ୧୭ ଜାନୁଆରୀ, ୨୦୨୫ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ।

ଆବଶ୍ୟକ ଯାଞ୍ଚ ପରେ କମିଟି କରିଥିବା ସୁପାରିସ ଆଧାରରେ ସରକାର ନିମ୍ନଲିଖିତ କ୍ରୀଡ଼ାବିତ୍, ପ୍ରଶିକ୍ଷକ, ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି

 

 

i. Major Dhyan Chand Khel Ratna Award 2024

S. No.

Name of the Sportsperson

Discipline

1.

Shri Gukesh D

Chess

2.

Shri Harmanpreet Singh

Hockey

3.

Shri Praveen Kumar

Para-Athletics

4.

Ms. Manu Bhaker

Shooting

 

ii. Arjuna Awards for outstanding performance in Sports and Games 2024

S. No.

Name of the Sportsperson

Discipline

  1.  

Ms. Jyothi Yarraji

Athletics

  1.  

Ms. Annu Rani

Athletics

  1.  

Ms. Nitu

Boxing

  1.  

Ms. Saweety

Boxing

  1.  

Ms. Vantika Agrawal

Chess

  1.  

Ms. Salima Tete

Hockey

  1.  

Shri Abhishek

Hockey

  1.  

Shri Sanjay

Hockey

  1.  

Shri Jarmanpreet Singh

Hockey

  1.  

Shri Sukhjeet Singh

Hockey

  1.  

Shri Rakesh Kumar

Para-Archery

  1.  

Ms. Preeti Pal

Para-Athletics

  1.  

Ms. Jeevanji Deepthi

Para-Athletics

  1.  

Shri Ajeet Singh

Para-Athletics

  1.  

Shri Sachin Sarjerao Khilari

Para-Athletics

  1.  

Shri Dharambir

Para-Athletics

  1.  

Shri Pranav Soorma

Para-Athletics

  1.  

Shri H Hokato Sema

Para-Athletics

  1.  

Ms. Simran

Para-Athletics

  1.  

Shri Navdeep

Para-Athletics

  1.  

Shri Nitesh Kumar

Para-Badminton

  1.  

Ms. Thulasimathi Murugesan

Para-Badminton

  1.  

Ms. Nithya Sre Sumathy Sivan

Para-Badminton

  1.  

Ms. Manisha Ramadass

Para-Badminton

  1.  

Shri Kapil Parmar

Para-Judo

  1.  

Ms. Mona Agarwal

Para-Shooting

  1.  

Ms. Rubina Francis

Para-Shooting

  1.  

Shri Swapnil Suresh Kusale

Shooting

  1.  

Shri Sarabjot Singh

Shooting

  1.  

Shri Abhay Singh

Squash

  1.  

Shri Sajan Prakash

Swimming

  1.  

Shri Aman

Wrestling

 

 

iii. Arjuna Awards (Lifetime) for outstanding performance in Sports and Games 2024

S. No.

Name of the Sportsperson

Discipline

  1.  

Shri Sucha Singh

Athletics

  1.  

Shri Murlikant Rajaram Petkar

Para-Swimming

 

iv. Dronacharya Award for outstanding coaches in Sports and Games 2024

A. Regular Category:

S. No.

Name of the Coach

Discipline

  1.  

Shri Subhash Rana

Para-Shooting

  1.  

Ms. Deepali Deshpande

Shooting

  1.  

Shri Sandeep Sangwan

Hockey

B. Lifetime Category:

S. No.

Name of the Coach

Discipline

  1.  

Shri S Muralidharan

Badminton

  1.  

Shri Armando Agnelo Colaco

Football

 

v. Rashtriya Khel Protsahan Puraskar

S. No.

Name of the Entity

  1.  

Physical Education Foundation of India

 

  1. Maulana Abul Kalam Azad (MAKA) Trophy 2024:

S. No.

Name of University

1

Chandigarh University

Overall winner University

2

Lovely Professional University, (PB)

1st runner up University

3

Guru Nanak Dev University, Amritsar

2nd runner up University

 

କ୍ରୀଡ଼ାରେ ଉତ୍କର୍ଷତାକୁ ସ୍ୱୀକୃତି ପୁରସ୍କୃତ କରିବା ପାଇଁ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଏ

ବିଗତ ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ 'ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର' ପ୍ରଦାନ କରାଯାଇଥାଏ।

କ୍ରୀଡ଼ାରେ ଉତ୍କର୍ଷତା ପାଇଁ ଅର୍ଜୁନ ପୁରସ୍କାର ବିଗତ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରଦାନ କରାଯାଏ ନେତୃତ୍ୱ, କ୍ରୀଡ଼ାଦକ୍ଷତା ଏବଂ ଶୃଙ୍ଖଳିତ ପ୍ରଦର୍ଶନକୁ ବିଚାରକୁ ନେଇ ଏହା ପ୍ରଦାନ କରାଯାଏ

ସକ୍ରିୟ କ୍ରୀଡ଼ା କ୍ୟାରିୟରରୁ ଅବସର ନେବା ପରେ ମଧ୍ୟ କ୍ରୀଡ଼ାରେ ଅବଦାନ ରଖିଥିବା ଏବଂ କ୍ରୀଡ଼ାର ପ୍ରଚାର ପ୍ରସାରରେ ଅବଦାନ ଜାରି ରଖିଥିବା କ୍ରୀଡ଼ାବିତମାନଙ୍କୁ ସମ୍ମାନ ଉତ୍ସାହିତ କରିବା ପାଇଁ ଅର୍ଜୁନ ପୁରସ୍କାର (ଜୀବନତମାମ) ପ୍ରଦାନ କରାଯାଏ।

ଉତ୍କୃଷ୍ଟ କ୍ରୀଡା ପ୍ରଶିକ୍ଷକମାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର' ପ୍ରଦାନ କରାଯାଏ,ଯେଉଁମାନେ କ୍ରମାଗତ ଭାବରେ ଉଦାହରଣୀୟ ଏବଂ ପ୍ରଶଂସନୀୟ କାର୍ଯ୍ୟ କରି କ୍ରୀଡ଼ାବିତ ମାନଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିବାରେ ସକ୍ଷମ କରନ୍ତି

ଯେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସର୍ବୋତ୍ତମ ପ୍ରଦର୍ଶନ କରୁଥିବା ବିଶ୍ୱବିଦ୍ୟାଳୟକୁ ମୌଲାନା ଅବୁଲ କଲାମ ଆଜାଦ (ମାକା) ଟ୍ରଫି ପ୍ରଦାନ କରାଯାଏ

ଏହି ପୁରସ୍କାର ପାଇଁ ଅନଲାଇନରେ ଆବେଦନ ଆହ୍ୱାନ କରାଯାଇଥିଲା କ୍ରୀଡ଼ାବିତ୍/ପ୍ରଶିକ୍ଷକ/ଅନୁଷ୍ଠାନଗୁଡ଼ିକୁ ଏକ ସ୍ବତନ୍ତ୍ର ପୋର୍ଟାଲ୍ ଜରିଆରେ ଆବେଦନ କରିବାକୁ ଅନୁମତି ଦିଆଯାଇଥିଲା। ଚଳିତ ବର୍ଷ ଏହି ପୁରସ୍କାର ପାଇଁ ବହୁ ସଂଖ୍ୟାରେ ଆବେଦନ ଆସିଥିଲା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଭି. ରାମାସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ସେଗୁଡ଼ିକର ବିଚାର କରିଥିଲା କମିଟିରେ ବିଶିଷ୍ଟ କ୍ରୀଡ଼ାବିତ୍, କ୍ରୀଡ଼ା ସାମ୍ବାଦିକତାରେ ଅଭିଜ୍ଞତା ଥିବା ବିଶିଷ୍ଟ ବ୍ୟକ୍ତି ଏବଂ କ୍ରୀଡ଼ା ପ୍ରଶାସକମାନଙ୍କୁ ସାମିଲ କରାଯାଇଥିଲା

TKM


(Release ID: 2089689) Visitor Counter : 44