ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗାଲ୍ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
23 DEC 2024 11:00PM by PIB Bhubaneswar
ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶ୍ରୀ ଶ୍ୟାମ ବେନେଗାଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ଶ୍ରୀ ଶ୍ୟାମ ବେନେଗାଲଙ୍କ ପରଲୋକରେ ଗଭୀର ଦୁଃଖିତ, ତାଙ୍କର କାହାଣୀ କହିବାର କଳା ଭାରତୀୟ ସିନେମା ଉପରେ ଗଭୀର ପ୍ରଭାବ ପକାଇଥିଲା । ତାଙ୍କର କାର୍ଯ୍ୟଗୁଡିକୁ ବିଭିନ୍ନ ବର୍ଗର ଲୋକମାନେ ସର୍ବଦା ପ୍ରଶଂସା କରୁଥିଲେ । ତାଙ୍କର ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି ।”
SR
(ରିଲିଜ ଆଡି: 2087561)
ପରିଦର୍ଶକ କାଉଣ୍ଟର : 54
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam