ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୁୱେତରେ ୧୦୧ ବର୍ଷୀୟ ପୂର୍ବତନ ଆଇଏଫଏସ ଅଫିସରଙ୍କୁ ଭେଟିବାକୁ ପ୍ରଧାନମନ୍ତ୍ରୀ ଉତ୍ସୁକ ଅଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
21 DEC 2024 11:20AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ କରାଯାଇଥିବା ଏକ ଅନୁରୋଧର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି କୁୱେତରେ ପ୍ରବାସୀ ଭାରତୀୟମାନଙ୍କ ସହ ଭାବ ବିନିମୟ ବେଳେ ୧୦୧ ବର୍ଷୀୟ ପୂର୍ବତନ ଆଇଏଫଏସ୍ ଅଫିସର ଶ୍ରୀ ମଙ୍ଗଳ ସେନ୍ ହାଣ୍ଡାଙ୍କୁ ଭେଟିବାକୁ ସେ ଉତ୍ସୁକ ଅଛନ୍ତି ।
ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ବିଲକୁଲ୍!! ମୁଁ ଆଜି କୁୱେତରେ @MangalSainHanda ଙ୍କୁ ଭେଟିବାକୁ ଉତ୍ସୁକ ଅଛି ।”
SR
(ରିଲିଜ ଆଡି: 2087140)
ପରିଦର୍ଶକ କାଉଣ୍ଟର : 50
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam