ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୦୧ ସଂସଦ ଆକ୍ରମଣର ସହିଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପୋଷ୍ଟ କରାଯିବା ଦିନାଙ୍କ:
13 DEC 2024 10:21AM by PIB Bhubaneshwar
୨୦୦୧ ସଂସଦ ଆକ୍ରମଣର ସହିଦମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“୨୦୦୧ ସଂସଦ ଆକ୍ରମଣର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲି । ସେମାନଙ୍କ ବଳିଦାନ ସବୁଦିନ ପାଇଁ ଦେଶକୁ ପ୍ରେରଣା ଯୋଗାଉଥିବ । ସେମାନଙ୍କ ବୀରତ୍ୱ ଓ ସମର୍ପଣ ପାଇଁ ଆମେ ସେମାନଙ୍କ ନିକଟରେ ସବୁଦିନ କୃତଜ୍ଞ ।”
SR
(ରିଲିଜ ଆଡି: 2084027)
ପରିଦର୍ଶକ କାଉଣ୍ଟର : 67
ଏହି ରିଲିଜ ପଢନ୍ତୁ :
Marathi
,
Tamil
,
Kannada
,
Malayalam
,
Assamese
,
Bengali
,
English
,
Urdu
,
हिन्दी
,
Manipuri
,
Punjabi
,
Gujarati
,
Telugu