ପୋଷ୍ଟ କରାଯିବା ଦିନାଙ୍କ:
26 NOV 2024 5:21PM by PIB Bhubaneswar
ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ ଏବଂ ନବନିର୍ବାଚିତ ବିଧାୟକ ଶ୍ରୀମତୀ ସ୍ମୃତି କଳ୍ପନା ସୋରେନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ୍ସ ହ୍ୟାଣ୍ଡେଲ୍ରେ ପୋଷ୍ଟ କରାଯାଇଛି:
“ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ ଜେଏମ୍ଏମ୍ ଏବଂ ନବନିର୍ବାଚିତ ବିଧାୟକ ଶ୍ରୀମତୀ ସ୍ମୃତି କଳ୍ପନା ସୋରେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।”
SR