ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପସୁମପୋନ ମୁଥୁରାମାଲିଙ୍ଗା ଥେଭରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ପସୁମପୋନ ମୁଥୁରାମାଲିଙ୍ଗା ଥେଭ

ପୋଷ୍ଟ କରାଯିବା ଦିନାଙ୍କ: 30 OCT 2024 3:38PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ପସୁମପୋନ ମୁଥୁରାମାଲିଙ୍ଗା ଥେଭରଙ୍କୁ ତାଙ୍କର ପବିତ୍ର ଗୁରୁ ପୂଜା ଅବସରରେ ଶ୍ରଦ୍ଧାଜ୍ଞଳି ଅର୍ପଣ କରିଛନ୍ତି ।

ଶ୍ରୀ ମୋଦୀ ତାଙ୍କର ଚିନ୍ତାଧାରା ଏବଂ ଶିକ୍ଷାକୁ ପ୍ରଶଂସା କରି କହିଛନ୍ତି ଯେ ସମାଜର ଉତ୍‌ଥାନ ପାଇଁ ସେ ସର୍ବଦା କାର୍ଯ୍ୟ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ତାଙ୍କ ଗୁରୁ ପୂଜା ଅବସରରେ ସର୍ବାଧିକ ସମ୍ମାନିତ ପସୁମପୋନ ଥେଭରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ଅସଂଖ୍ୟ ଲୋକ ତାଙ୍କ ଚିନ୍ତାଧାରା ଏବଂ ଶିକ୍ଷାଠାରୁ ଶକ୍ତି ପାଆନ୍ତି । ଦାରିଦ୍ର‌୍ୟ ଦୂରୀକରଣ, ଆଧ୍ୟାତ୍ମିକତା ଏବଂ କୃଷକଙ୍କ କଲ୍ୟାଣ ଉପରେ ଧ୍ୟାନ ଦେଇ ସେ ଆମ ସମାଜକୁ ଉନ୍ନତ କରିବାକୁ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କ ଦର୍ଶନକୁ ସାକାର କରିବା ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ ।”

 

 

SR


(ରିଲିଜ ଆଡି: 2069738) ପରିଦର୍ଶକ କାଉଣ୍ଟର : 76