ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନବରାତ୍ରୀର ଅଷ୍ଟମ ଦିନରେ ଦେବୀ ମହାଗୌରୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
10 OCT 2024 7:35AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ଅଷ୍ଟମ ଦିନରେ ଦେବୀ ମହାଗୌରୀଙ୍କୁ ପ୍ରାର୍ଥନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ନବରାତ୍ରୀରେ ମା’ ମହାଗୌରୀଙ୍କ ଚରଣ ବନ୍ଦନ! ଦେବୀ ମା’ଙ୍କ ମୃପାରେ ତାଙ୍କର ସମସ୍ତ ଭକ୍ତଙ୍କ ଜୀବନରେ ସମ୍ପନ୍ନତା ଏବଂ ପ୍ରସନ୍ନତା ଜାରି ରହୁ, ଏହି ପ୍ରାର୍ଥନା ସହ ଦେବୀଙ୍କର ଏକ ସ୍ତୁତି...”
SR
(ରିଲିଜ ଆଡି: 2063761)
ପରିଦର୍ଶକ କାଉଣ୍ଟର : 72
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam