ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବରିଷ୍ଠ ନାଗରିକଙ୍କ ପେନସନ ପାଇବା ପ୍ରକ୍ରିୟାକୁ ସହଜ କରିଛି ଡିଜିଟାଲ ଇଣ୍ଡିଆ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2024 6:17PM by PIB Bhubaneswar

 

ଡିଜିଟାଲ ଇଣ୍ଡିଆ ବରିଷ୍ଠ ନାଗରିକମାନଙ୍କ ପେନସନ ପାଇବା ପ୍ରକ୍ରିୟାକୁ ସହଜ କରିବା ସହ ଦେଶବ୍ୟାପୀ ବରିଷ୍ଠ ନାଗରିକମାନଙ୍କର ବହୁତ କାମରେ ଆସୁଥିବାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି

ସାମ୍ବାଦିକ ଅଜୟ କୁମାରଙ୍କ ଏକ୍ସର ଏକ ପୋଷ୍ଟରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

ପ୍ରଥମେ @AjayKumarJourno ଜୀ ଆପଣଙ୍କ ମାଙ୍କୁ ମୋର ପ୍ରଣାମ !

ମୋତେ ଖୁସି ଲାଗୁଛି ଯେ, ଡିଜିଟାଲ ଇଣ୍ଡିଆ ତାଙ୍କ ପେନସନ ପାଇବାର ପ୍ରକ୍ରିୟାକୁ ସହଜ କରିଛି ଏବଂ ଏହା ଦେଶବ୍ୟାପୀ ବରିଷ୍ଠ ନାଗରିକମାନଙ୍କର ବହୁତ କାମରେ ଆସୁଛି ଏହା ହିଁ ଏହି କାର୍ଯ୍ୟକ୍ରମର ବହୁତ ବଡ଼ ବିଶେଷତ୍ୱ

SR


(ରିଲିଜ ଆଡି: 2063690) ପରିଦର୍ଶକ କାଉଣ୍ଟର : 61