ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମୁମ୍ବାଇ ମେଟ୍ରୋ ଯାତ୍ରାର ସ୍ମରଣୀୟ ମୁହୂର୍ତ୍ତ ଶେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
06 OCT 2024 2:00PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇ ମେଟ୍ରୋ ଯାତ୍ରାର ନିଜର ସ୍ମରଣୀୟ ମୁହୂର୍ତ୍ତ ଶେୟାର କରିଛନ୍ତି ।
ଏକ୍ସର ଏକ ପୋଷ୍ଟରେ ସେ ଲେଖିଛଛନ୍ତି :
“ ମୁମ୍ବାଇ ମେଟ୍ରୋରୁ ସ୍ମରଣୀୟ ମୁହୂର୍ତ୍ତ । ଗତ କାଲିର ମେଟ୍ରୋ ଯାତ୍ରାର କିଛି ଝଲକ ।”
SR
(ରିଲିଜ ଆଡି: 2063036)
ପରିଦର୍ଶକ କାଉଣ୍ଟର : 64
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam