ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋଶ ହଶନାହ ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଶୁଭକାମନା ଜଣାଇଲେ

प्रविष्टि तिथि: 02 OCT 2024 5:15PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୋଶ ହଶନାହ ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଶୁଭକାମନା ଜଣାଇଛନ୍ତି ସେ ଇସ୍ରାଏଲର ଜନସାଧାରଣ ବିଶ୍ୱବ୍ୟାପୀ ଥିବା ଇହୁଦୀମାନଙ୍କୁ ମଧ୍ୟ ନବ ବର୍ଷର ଶୁଭକାମନା ଜଣାଇଛନ୍ତି

ମୋ ବନ୍ଧୁ @netanyahu, ଇସ୍ରାଏଲର ଜନସାଧାରଣ ବିଶ୍ୱବ୍ୟାପୀ ଥିବା ଇହୁଦୀମାନଙ୍କୁ ହାର୍ଦ୍ଦିକ ଶୁଭକାମନା ନବ ବର୍ଷ ସମସ୍ତଙ୍କ ଜୀବନରେ ଶାନ୍ତି, ଆଶା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ ଶାନା ତୋବା!”

SR


(रिलीज़ आईडी: 2061286) आगंतुक पटल : 91
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam