ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲତା ମଙ୍ଗେସକରଙ୍କୁ ତାଙ୍କ ଜୟନ୍ତୀରେ ମନେ ପକାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2024 9:42AM by PIB Bhubaneshwar
କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ତାଙ୍କ ଜନ୍ମଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ । ଗାୟିକାଙ୍କ ସହ ଥିବା ତାଙ୍କର ଗଭୀର ସମ୍ପର୍କକୁମନେ ପକାଇ ସେ ଏକ ଲେଖ ମଧ୍ୟ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଲତା ଦିଦିଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ମନେ ପକାଉଛି ।ତାଙ୍କର ସୁଲଳିତ ଗୀତ ଯୋଗୁ ସେ ସର୍ବଦା ଲୋକଙ୍କ ମନ ଓହୃଦୟରେ ରହିଛନ୍ତି । ଲତା ଦିଦିଙ୍କ ସହ ମୋର ଗଭୀରସମ୍ପର୍କ ଥିଲା । ମୁଁ ତାଙ୍କ ସ୍ନେହ ଓ ଆଶୀର୍ବାଦ ପାଇଭାଗ୍ୟବାନ ଥିଲି ।”
SR
(ରିଲିଜ ଆଡି: 2060000)
ପରିଦର୍ଶକ କାଉଣ୍ଟର : 216
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam