ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତିମୋର-ଲେଷ୍ଟେର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କୋଲାର ଅଫ ଦ ଅର୍ଡରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସମ୍ମାନିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଗର୍ବ ଅନୁଭବ

प्रविष्टि तिथि: 11 AUG 2024 11:07AM by PIB Bhubaneshwar

 

ତିମୋର-ଲେଷ୍ଟେର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କୋଲାର ଅଫ ଅର୍ଡରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସମ୍ମାନିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଟ୍ୱିଟ କରି ଗର୍ବ ଅନୁଭବ କରିଛନ୍ତି ଭାରତ ତିମୋର-ଲେଷ୍ଟେ ମଧ୍ୟରେ ସମ୍ପର୍କ ପାରସ୍ପରିକ ସମ୍ମାନ କେତେ ଗଭୀର ତାହା ଏହି ପ୍ରତିଷ୍ଠିତ ସମ୍ମାନ ପ୍ରମାଣ କରୁଛି

ତାଙ୍କ ଟ୍ୱିଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ତିମୋର-ଲେଷ୍ଟେର ଗ୍ରାଣ୍ଡ-କୋଲାର ଅଫ ଅର୍ଡରରେ ରାଷ୍ଟ୍ରପତି ଜୀ ସମ୍ମାନିତ ହେବା ଗର୍ବର ବିଷୟ ଦୁଇ ଦେଶ ମଧ୍ୟରେ ଥିବା ଗଭୀର ସମ୍ପର୍କ ପାରସ୍ପରିକ ସମ୍ମାନର ଏହା ପ୍ରତିଫଳନ ଅନେକ ବର୍ଷ ଧରି ଜନସାଧାରଣଙ୍କ ସେବା ଦିଗରେ ଥିବା ତାଙ୍କ ଅବଦାନକୁ ମଧ୍ୟ ଏହା ମାନ୍ୟତା ପ୍ରଦାନ କରୁଛି

SR


(रिलीज़ आईडी: 2044289) आगंतुक पटल : 85
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Hindi_MP , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam