ପୋଷ୍ଟ କରାଯିବା ଦିନାଙ୍କ:
03 AUG 2024 9:39PM by PIB Bhubaneswar
ଛତିଶଗଡର ରାଜ୍ୟପାଳ ଶ୍ରୀ ରାମେନ୍ ଡେକା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ଛତିଶଗଡର ରାଜ୍ୟପାଳ ଶ୍ରୀ ରାମେନ୍ ଡେକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।”
SR