ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବତନ ସାଂସଦ ଥିିରୁ ମାଷ୍ଟର ମାଥନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 27 JUL 2024 10:51AM by PIB Bhubaneswar

 

ପୂର୍ବତନ ସାଂସଦ ଥିରୁ ମାଷ୍ଟର ମାଥନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ସମାଜ ଦଳିତ ବର୍ଗଙ୍କ ସେବା ଦିଗରେ ତାଙ୍କ ପ୍ରଚେଷ୍ଟା ପାଇଁ ଥିରୁ ମାଷ୍ଟର ମାଥନ ସବୁଦିନ ପାଇଁ ମନେ ରହିବେ ବୋଲି ଶ୍ରୀ ମୋଦୀ କହିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ପୂର୍ବତନ ସାଂସଦ ଥିରୁ ମାଷ୍ଟର ମାଥନ ଜୀ ପରଲୋକରେ ଦୁଖିଃତ ଦଳିତଙ୍କ କାମ ଏବଂ ସମାଜର ସେବା ପାଇଁ ସେ ସବୁଦିନ ପାଇଁ ମନେ ରହିବେ ତାମିଲନାଡ଼ୁରେ ଆମ ଦଳର ସ୍ଥିତିକୁ ସୁଦୃଢ଼ କରିବାରେ ସେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ତାଙ୍କ ପରିବାର ପ୍ରଶଂସକଙ୍କ ପାଇଁ ମୋର ସମବେଦନା ଓମ୍ ଶାନ୍ତି

SR


(ରିଲିଜ ଆଡି: 2037970) ପରିଦର୍ଶକ କାଉଣ୍ଟର : 98