ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅର୍ଥନୈତିକ ସର୍ଭେ ଆମ ଅର୍ଥନୀତିର ପ୍ରବଳ ଶକ୍ତ ଓ ବିଭିନ୍ନ ସରକାରୀ ସଂସ୍କାରର ସୁଫଳକୁ ଦର୍ଶାଉଛି: ପ୍ରଧାନମନ୍ତ୍ରୀ

Posted On: 22 JUL 2024 7:15PM by PIB Bhubaneshwar

ଅର୍ଥନୈତିକ ସର୍ଭେ ଆମ ଅର୍ଥନୀତିରେ ଥିବା ପ୍ରବଳ ଶକ୍ତି ଓ ସରକାରଙ୍କ ଦ୍ୱାରା ଅଣାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ସୁଫଳକୁ ଦର୍ଶାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଅର୍ଥନୈତିକ ସର୍ଭେ ଆମ ଅର୍ଥନୀତିର ପ୍ରବଳ ଶକ୍ତି ଓ ସରକାରଙ୍କ ଦ୍ୱାରା ଅଣାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ସୁଫଳକୁ ଦର୍ଶାଉଛି ।

ଆମେ ବିକଶିତ ଭାରତ ଗଠନ ଦିଗକୁ ଯାଉଥିବାରୁ କେଉଁ କେଉଁ କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ଓ ବିକାଶର ସୁଯୋଗ ଅଛି ତାହାକୁ ମଧ୍ୟ ଏହା ଚିହ୍ନ କରୁଛି” ।

jttps://WWW.indiabudget.gov.in/economicsurvey/doc/echapter.pdf

SR



(Release ID: 2035386) Visitor Counter : 14