ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରପତି ଭବନରେ ରକ୍ଷା ଅଳଙ୍କରଣ ସମାରୋହ - ୨୦୨୪ (ପ୍ରଥମ ପର୍ଯ୍ୟାୟ)ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 JUL 2024 10:01PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ରକ୍ଷା ଅଳଙ୍କରଣ ସମାରୋହ -୨୦୨୪(ପ୍ରଥମ ପର୍ଯ୍ୟାୟ)ରେ ଯୋଗ ଦେଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ରାଷ୍ଟ୍ରପତି ଭବନରେ ରକ୍ଷା ଅଳଙ୍କରଣ ସମାରୋହ-୨୦୨୪ (ପ୍ରଥମ ପର୍ଯ୍ୟାୟ)ରେ ଯୋଗ ଦେଲି । ସମାରୋହରେ ରାଷ୍ଟ୍ରପତିଜୀ ସାହସିକତା ପୁରସ୍କାର ପ୍ରଦାନ କଲେ । ଆମ ସାହସୀ ଯବାନମାନଙ୍କ ବୀରତ୍ୱ ଓ ସମର୍ପଣ ପାଇଁ ଦେଶ ଗର୍ବିତ । ସେବା ଓ ବଳିଦାନର ସର୍ବୋଚ୍ଚ ଉଦାହରଣ ସେମାନେ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ବୀରତ୍ୱ ସର୍ବଦା ଆମ ଜନସାଧାରଣଙ୍କୁ ପ୍ରେରଣା ଯୋଗାଇବ” ।

SR


(रिलीज़ आईडी: 2032078) आगंतुक पटल : 66
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Hindi_MP , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam