ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ପରିଣାମଗୁଡ଼ିକର ତାଲିକା: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷ ଗସ୍ତ
                    
                    
                        
                    
                
                
                    Posted On:
                09 JUL 2024 9:59PM by PIB Bhubaneshwar
                
                
                
                
                
                
                
	
		
			| 
			 କ୍ରଂ.ସଂ. 
			 | 
			
			 ବୁଝାମଣା ପତ୍ର/ରାଜିନାମା ର ନାମ 
			 | 
			
			 ଉଦ୍ଦେଶ୍ୟ 
			 | 
		
		
			| 
			 1. 
			 | 
			
			 ୨୦୨୪ରୁ ୨୦୨୯ ପର୍ଯ୍ୟନ୍ତ ରୁଷର ସୁଦୂର ପ୍ରାଚ୍ୟରେ ବାଣିଜ୍ୟ, ଆର୍ଥିକ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଭାରତ-ରୁଷ ସହଯୋଗର କାର୍ଯ୍ୟକ୍ରମ ଏବଂ ରୁଷର ଆର୍କ୍ଟିକ୍ ଜୋନରେ ସହଯୋଗ ନୀତିର କାର୍ଯ୍ୟକାରିତା 
			 | 
			
			 ରୁଷ ଓ ଭାରତର ସୁଦୂର ପୂର୍ବାଞ୍ଚଳ ମଧ୍ୟରେ ବାଣିଜ୍ୟ ଏବଂ ମିଳିତ ନିବେଶ ପ୍ରକଳ୍ପଗୁଡ଼ିକୁ ଆହୁରି ବୃଦ୍ଧି କରିବା । 
			 | 
		
		
			| 
			 2. 
			 | 
			
			 ଜଳବାୟୁ ପରିବର୍ତ୍ତନ ଏବଂ ଅଙ୍ଗାରକାମ୍ଳ ହ୍ରାସ ପାଇଁ ପଦକ୍ଷେପ ବିକାଶ ପ୍ରସଙ୍ଗରେ ଭାରତର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ରୁଷ ଆର୍ଥିକ ବିକାଶ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର 
			 | 
			
			 ଜଳବାୟୁ ପରିବର୍ତ୍ତନ ଏବଂ ଅଙ୍ଗାରକାମ୍ଳ ହ୍ରାସ ପାଇଁ ପଦକ୍ଷେପ ବିକାଶ ପ୍ରସଙ୍ଗରେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ । 
			କମ୍ ମୂଲ୍ୟର ଜ୍ଞାନକୌଶଳ ବିକଶିତ କରିବା ପାଇଁ ସୂଚନା / ସର୍ବୋତ୍ତମ ଅଭ୍ୟାସର ଆଦାନ ପ୍ରଦାନ ଏବଂ ମିଳିତ ଗବେଷଣା ଆୟୋଜନ । 
			 | 
		
		
			| 
			 3. 
			 | 
			
			 ସର୍ଭେ ଅଫ୍ ଇଣ୍ଡିଆ ଏବଂ ରୁଷର ଫେଡେରାଲ ସର୍ଭିସ ଫର ଷ୍ଟେଟ ରେଜିଷ୍ଟ୍ରେସନ, କାଡାଷ୍ଟ୍ରେ ଓ କାର୍ଟୋଗ୍ରାଫି ମଧ୍ୟରେ ବୁଝାମଣାପତ୍ର 
			 | 
			
			 ଜିଓଡେସି, କାର୍ଟୋଗ୍ରାଫି ଓ ସ୍ପେସିଆଲ ଡାଟା ଭିତ୍ତିଭୂମିରେ ଜ୍ଞାନ ଓ ଅଭିଜ୍ଞତାର ଆଦାନ ପ୍ରଦାନ; ବୃତ୍ତିଗତ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ; ବୈଜ୍ଞାନିକ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗ । 
			 | 
		
		
			| 
			 4. 
			 | 
			
			 ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟର ଜାତୀୟ ମେରୁ ଓ ମହାସାଗର ଗବେଷଣା କେନ୍ଦ୍ର ଏବଂ ମେରୁ ଅଞ୍ଚଳରେ ଗବେଷଣା ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ସହଯୋଗ ଉପରେ ଆର୍କ୍ଟିକ୍ ଓ ଆଣ୍ଟାର୍କଟିକା ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ବୁଝାମଣାପତ୍ର 
			 | 
			
			 ସମ୍ବଳ ଏବଂ ଡାଟା ବିନିମୟ କରି ମେରୁ ପରିବେଶ ଏବଂ ସେଗୁଡ଼ିକର ପରିବର୍ତ୍ତନଶୀଳତା ଅଧ୍ୟୟନରେ ସହଯୋଗ; ମେରୁ ଅଞ୍ଚଳରେ ଲଜିଷ୍ଟିକ୍ସ; ମିଳିତ ଗବେଷଣା; କର୍ମଚାରୀଙ୍କ ବିନିମୟ; ଏବଂ ମେରୁ ଅଞ୍ଚଳରେ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପରେ ଅଂଶଗ୍ରହଣ । 
			 | 
		
		
			| 
			 5. 
			 | 
			
			 ଭାରତର ପ୍ରସାର ଭାରତୀ ଏବଂ ରୁଷର ଏଏନ୍ଓ ‘‘ଟିଭି-ନୋଭୋସ୍ତି’’ (ରୁଷିଆ ଟୁଡେ ଟିଭି ଚ୍ୟାନେଲ) ମଧ୍ୟରେ ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ବୁଝାମଣାପତ୍ର 
			 | 
			
			 କାର୍ଯ୍ୟକ୍ରମ, କର୍ମଚାରୀ ଏବଂ ପ୍ରଶିକ୍ଷଣ ଆଦାନ ପ୍ରଦାନ ସମେତ ପ୍ରସାରଣ କ୍ଷେତ୍ରରେ ସହଯୋଗ । 
			 | 
		
		
			| 
			 6. 
			 | 
			
			 ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଭାରତୀୟ ଫାର୍ମାକୋପିଆ କମିଶନ ଏବଂ ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ‘‘ସାଇଣ୍ଟିଫିକ୍ ସେଣ୍ଟର୍ ଫର ଏକ୍ସପର୍ଟ ଇଭାଲୁଏସନ୍ ଅଫ୍ ମେଡିସିନାଲ ପ୍ରଡକ୍ଟସ୍’’ ମଧ୍ୟରେ ବୁଝାମଣାପତ୍ର 
			 | 
			
			 ସୂଚନା ଆଦାନ ପ୍ରଦାନ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ମାନବ ବ୍ୟବହାର ପାଇଁ ଉନ୍ନତ ମାନର ଔଷଧ ଉପଲବ୍ଧତା ସୁନିଶ୍ଚିତ କରିବା । 
			 | 
		
		
			| 
			 7. 
			 | 
			
			 ରୁଷର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ଭାରତୀୟ ଅନ୍ତର୍ଜାତୀୟ ଆର୍ବିଟ୍ରେସନ୍ ସେଣ୍ଟର ଏବଂ ଅନ୍ତର୍ଜାତୀୟ ବାଣିଜ୍ୟିକ ଆର୍ବିଟ୍ରେସନ୍ କୋର୍ଟ ମଧ୍ୟରେ ସହଯୋଗ ରାଜିନାମା 
			 | 
			
			 ବାଣିଜ୍ୟିକ ପ୍ରକୃତିର ଦେୱାନୀ ଆଇନ ମାମଲା ସମାଧାନର ସୁବିଧା । 
			 | 
		
		
			| 
			 8. 
			 | 
			
			 ଇନଭେଷ୍ଟ ଇଣ୍ଡିଆ ଏବଂ ଜେଏସସି ‘‘ମ୍ୟାନେଜମେଣ୍ଟ କମ୍ପାନୀ ଅଫ୍ ରଷିୟାନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ’’ ମଧ୍ୟରେ ମିଳିତ ନିବେଶ ପ୍ରୋତ୍ସାହନ ବ୍ୟବସ୍ଥା ରାଜିନାମା  
			 | 
			
			 ନିବେଶ ସହଯୋଗକୁ ପ୍ରୋତ୍ସାହନ ଓ ସହଯୋଗ ଯୋଗାଇ ଦେଇ ଭାରତୀୟ ବଜାରରେ ରୁଷୀୟ କମ୍ପାନୀଗୁଡିକ ଦ୍ୱାରା ପୁଞ୍ଜିନିବେଶକୁ ସୁଗମ କରିବା । 
			 | 
		
		
			| 
			 9. 
			 | 
			
			 ଭାରତୀୟ ବାଣିଜ୍ୟିକ ପ୍ରୋତ୍ସାହନ ପରିଷଦ ଏବଂ ଅଲ୍ ରୁଷିଆ ପବ୍ଲିକ ଅର୍ଗାନାଇଜେସନ୍ ‘‘ବିଜନେସ୍ ରୁଷିଆ’’ ମଧ୍ୟରେ ବୁଝାମଣାପତ୍ର 
			 | 
			
			 ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା, ବି୨ବି ବୈଠକ ଆୟୋଜନ, ବ୍ୟବସାୟ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆୟୋଜନ; ଏବଂ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀର ବିନିମୟ । 
			 | 
		
	
********
P.S.
                
                
                
                
                
                (Release ID: 2031967)
                Visitor Counter : 82
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam