ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡିଜିଟାଲ ଇଣ୍ଡିଆ ପଦକ୍ଷେପର ୯ ବର୍ଷ ପୂରଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 01 JUL 2024 5:11PM by PIB Bhubaneshwar

ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସଫଳତାର ସହ ୯ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଡିଜିଟାଲ ଇଣ୍ଡିଆ ସଶକ୍ତ ଭାରତର ପ୍ରତୀକ ଯାହାକି ‘ଇଜ ଅଫ ଲିଭିଙ୍ଗ’ ଏବଂ ସ୍ୱଚ୍ଛତାକୁ ଦୃଢ଼ କରିପାରିଛି ।

ମାଇଁଗଭଇଣ୍ଡିଆ(MyGovIndia) ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ଏକ ଡିଜିଟାଲ ଇଣ୍ଡିଆ ଏକ ସଶକ୍ତ ଭାରତ, ଏହା ‘ଇଜ ଅଫ ଲିଭିଙ୍ଗ’ ଓ ସ୍ୱଚ୍ଛତାକୁ ଦୃଢ଼ କରିଥାଏ । ଏହି ପୋଷ୍ଟ ଏକ ଦଶନ୍ଧି ମଧ୍ୟରେ ହୋଇଥିବା ବିକାଶର ଏକ ଝଲକ, ଏଥିପାଇଁ ପ୍ରଯୁକ୍ତି ବିଦ୍ୟାର ସଫଳର ବ୍ୟବହାର ହିଁ କାରଣ ।”

 SR



(Release ID: 2030024) Visitor Counter : 20