ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅମରନାଥ ଯାତ୍ରାରମ୍ଭ ପରେ ତୀର୍ଥଯାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 29 JUN 2024 1:06PM by PIB Bhubaneswar

 

ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହୋଇଥିବାରୁ ସମସ୍ତ ତୀର୍ଥଯାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହୋଇଥିବାରୁ ସମସ୍ତ ତୀର୍ଥଯାତ୍ରୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ବାବା ବର୍ଫାନୀଙ୍କ ଦର୍ଶନ ପୂଜା ପାଇଁ ହେଉଥିବା ଏହି ଯାତ୍ରା ଶିବଭକ୍ତମାନଙ୍କ ପାଇଁ ଅସୀମ ଶକ୍ତି ସଞ୍ଚାର କରିଥାଏ ତାଙ୍କ କୃପାରୁ ସମସ୍ତ ଭକ୍ତଙ୍କ କଲ୍ୟାଣ ହେଉ, ଏହି କାମନା କରୁଛି ଜୟ ବାବା ବର୍ଫାନୀ

SR


(ରିଲିଜ ଆଡି: 2029578) ପରିଦର୍ଶକ କାଉଣ୍ଟର : 112