ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସଂସଦରେ ଅଷ୍ଟାଦଶ ଲୋକସଭାର ସଦସ୍ୟ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 24 JUN 2024 11:20AM by PIB Bhubaneswar

ଅଷ୍ଟାଦଶ ଲୋକସଭା ପାଇଁ ସଂସଦର ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଦେଶର ସେବା କରୁଥିବାରୁ ଗର୍ବିତ ସଂସଦର ସଦସ୍ୟ ଭାବେ ଶପଥ ଗ୍ରହଣ କରୁଛି

SR


(रिलीज़ आईडी: 2028335) आगंतुक पटल : 84
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Hindi_MP , Marathi , Assamese , Manipuri , Bengali , Punjabi , Gujarati , Tamil , Telugu , Malayalam