ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସିକିମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରେମ ସିଂ ତମାଙ୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
10 JUN 2024 9:20PM by PIB Bhubaneshwar
ସିକିମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରେମ ସିଂ ତମାଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
ସିକିମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିବାରୁ ଶ୍ରୀ @PSTamangGolay ଙ୍କୁ ଅଭିନନ୍ଦନ । ସେ ତାଙ୍କ ଅବଧି ଫଳପ୍ରଦ ଭାବେ ପୂରଣ କରିବେ ଏବଂ ସିକିମର ବିକାଶ ପାଇଁ ତାଙ୍କ ସହ କାର୍ଯ୍ୟ କରିବାକୁ ଆଶା କରୁଛି ।
SR
(ରିଲିଜ ଆଡି: 2023911)
ପରିଦର୍ଶକ କାଉଣ୍ଟର : 109
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam