ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ପ୍ରେସ୍‌ ବିଜ୍ଞପ୍ତି

ପୋଷ୍ଟ କରାଯିବା ଦିନାଙ୍କ: 10 JUN 2024 7:37PM by PIB Bhubaneswar

 

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି କେନ୍ଦ୍ର ମନ୍ତ୍ରୀ ପରିଷଦର ନିମ୍ନଲିଖିତ ସଦସ୍ୟମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି :-

 

ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦୀ

 

ପ୍ରଧାନମନ୍ତ୍ରୀ ନିମ୍ନ ବିଭାଗ ଓ ମନ୍ତ୍ରଣାଳୟ ଦାୟିତ୍ୱରେ ମଧ୍ୟ ରହିବେ:

କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରଣାଳୟ;

ଆଣବିକ ଶକ୍ତି ବିଭାଗ;

ମହାକାଶ ବିଭାଗ;

ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗ; ଏବଂ

ଅନ୍ୟ ସମସ୍ତ ବିଭାଗ ଯାହା କୌଣସି ମନ୍ତ୍ରୀଙ୍କୁ ଦିଆଯାଇନାହିଁ।

କ୍ୟାବିନେଟ ମନ୍ତ୍ରୀ

 

୧

ଶ୍ରୀ ରାଜନାଥ ସିଂ

ପ୍ରତିରକ୍ଷା ମନ୍ତ୍ରୀ

୨

ଶ୍ରୀ ଅମିତ ଶାହ

ସ୍ୱରାଷ୍ଟ୍ର ମନ୍ତ୍ରୀ; ଏବଂ

ସମବାୟ ମନ୍ତ୍ରୀ

୩

ଶ୍ରୀ ନୀତିନ ଜୟରାମ ଗଡକରୀ

ସଡ଼କ ପରିବହନ ଓ ରାଜପଥ

୪

ଶ୍ରୀ ଜଗତ ପ୍ରକାଶ ନଡ୍ଡା

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ; ଏବଂ

ରସାୟନ ଓ ସାର ମନ୍ତ୍ରୀ

୫

ଶ୍ରୀ ଶିବରାଜ ସିଂ ଚୌହାନ

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ; ଏବଂ

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

୬

ଶ୍ରୀମତୀ ନିର୍ମଳା ସୀତାରମଣ

ଅର୍ଥମନ୍ତ୍ରୀ; ଏବଂ

କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ

୭

ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର

ବୈଦେଶିକ ବ୍ୟାପାର ମନ୍ତ୍ରୀ

୮

ଶ୍ରୀ ମନୋହର ଲାଲ

ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ; ଏବଂ

ଶକ୍ତି ମନ୍ତ୍ରୀ

୯

ଶ୍ରୀ ଏଚ୍ ଡି କୁମାରସ୍ୱାମୀ

ଭାରୀ ଉଦ୍ୟୋଗ ମନ୍ତ୍ରୀ; ଏବଂ

ଇସ୍ପାତ ମନ୍ତ୍ରୀ

୧୦

ଶ୍ରୀ ପୀୟୂଷ ଗୋୟଲ

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ

୧୧

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷା ମନ୍ତ୍ରୀ

୧୨

ଶ୍ରୀ ଜିତନ ରାମ ମାଞ୍ଝି

ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ

୧୩

ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂ

ପଞ୍ଚାୟତିରାଜ ମନ୍ତ୍ରୀ; ଏବଂ

ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ

୧୪

ଶ୍ରୀ ସର୍ବାନନ୍ଦ ସୋନୱାଲ

ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ

୧୫

ଡ. ବୀରେନ୍ଦ୍ର କୁମାର

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ

୧୬

ଶ୍ରୀ କିଞ୍ଜରପୁ ରାମମୋହନ ନାଇଡୁ

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

୧୭

ଶ୍ରୀ ପ୍ରହ୍ଲାଦ ଯୋଶୀ

ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ; ଏବଂ

ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ

୧୮

ଶ୍ରୀ ଜୁଏଲ ଓରାମ

ଆଦିବାସୀ ବ୍ୟାପାର ମନ୍ତ୍ରୀ

୧୯

ଶ୍ରୀ ଗିରିରାଜ ସିଂ

ବୟନ ଶିଳ୍ପ ମନ୍ତ୍ରୀ

୨୦

ଶ୍ରୀ ଅଶ୍ୱିନୀ ବୈଷ୍ଣବ

ରେଳ ମନ୍ତ୍ରୀ;

ସୂଚନା ଓ ପ୍ରସାରଣ ମନ୍ତ୍ରୀ; ଏବଂ

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ

୨୧

ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ

ସଂଚାର ମନ୍ତ୍ରୀ; ଏବଂ

ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ

୨୨

ଶ୍ରୀ ଭୁପେନ୍ଦ୍ର ଯାଦବ

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ

୨୩

ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

ସଂସ୍କୃତି ମନ୍ତ୍ରୀ; ଏବଂ

ପର୍ଯ୍ୟଟନ ମନ୍ତ୍ରୀ

୨୪

ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

୨୫

ଶ୍ରୀ କିରଣ ରିଜିଜୁ

ସଂସଦୀୟ ବ୍ୟାପାର ମନ୍ତ୍ରୀ; ଏବଂ

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ

୨୬

ଶ୍ରୀ ହରଦୀପ ସିଂ ପୁରୀ

ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ

୨୭

ଡ. ମନସୁଖ ମାଣ୍ଡଭୀୟ

ଶ୍ରମ ଓ ନିୟୋଜନ ମନ୍ତ୍ରୀ; ଏବଂ

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ

୨୮

ଶ୍ରୀ ଜି. କିଶନ ରେଡ୍ଡୀ

କୋଇଲା ମନ୍ତ୍ରୀ; ଏବଂ

ଖଣି ମନ୍ତ୍ରୀ

୨୯

ଶ୍ରୀ ଚିରାଗ ପାଶୱାନ

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ

୩୦

ଶ୍ରୀ ସି ଆର ପାଟିଲ

ଜଳଶକ୍ତି ମନ୍ତ୍ରୀ

 

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)

 

୧

ରାଓ ଇନ୍ଦ୍ରଜିତ୍ ସିଂହ

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ);

ଯୋଜନା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ

ସଂସ୍କୃତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୨

ଡକ୍ଟର ଜିତେନ୍ଦ୍ର ସିଂ

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ);

ଭୂବିଜ୍ଞାନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ);

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ;

କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ;

ଆଣବିକ ଶକ୍ତି ବିଭାଗରେ ରାଷ୍ଟ୍ରମନ୍ତ୍ରୀ; ଏବଂ

ମହାକାଶ ବିଭାଗରେ ରାଷ୍ଟ୍ରମନ୍ତ୍ରୀ

୩

ଶ୍ରୀ ଅର୍ଜୁନ ରାମ ମେଘୱାଲ

ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ

ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୪

ଶ୍ରୀ ଯାଦବ ପ୍ରତାପରାଓ ଗଣପତରାଓ

ଆୟୁଷ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୫

ଶ୍ରୀ ଜୟନ୍ତ ଚୌଧୁରୀ

ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ

ଶିକ୍ଷା ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ

 

ରାଷ୍ଟ୍ରମନ୍ତ୍ରୀ

 

୧

ଶ୍ରୀ ଜିତିନ ପ୍ରସାଦ

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୨

ଶ୍ରୀ ଶ୍ରୀପଦ ୟେସୋ ନାଏକ

ଶକ୍ତି ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଏବଂ

ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ

୩

ଶ୍ରୀ ପଙ୍କଜ ଚୌଧୁରୀ

ଅର୍ଥ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ

୪

ଶ୍ରୀ କୃଷ୍ଣ ପାଲ

ସମବାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୫

ଶ୍ରୀ ରାମଦାସ ଆଠୱାଲେ

ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୬

ଶ୍ରୀ ରାମନାଥ ଠାକୁର

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ.

୭

ଶ୍ରୀ ନିତ୍ୟାନନ୍ଦ ରାୟ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୮

ଶ୍ରୀମତୀ ଅନୁପ୍ରିୟା ପଟେଲ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ରସାୟନ ଓ ସାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୯

ଶ୍ରୀ ଭି ସୋମନ୍ନା

ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ରେଳ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ

୧୦

ଡା. ଚନ୍ଦ୍ରଶେଖର ପେମ୍ମସାନି

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ଯୋଗାଯୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୧୧

ପ୍ରଫେସର ଏସ୍ ପି ସିଂହ ବାଘେଲ

ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ପଞ୍ଚାୟତିରାଜ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୧୨

ସୁଶ୍ରୀ ଶୋଭା କରନ୍ଦଲାଜେ

ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୧୩

ଶ୍ରୀ କୀର୍ତ୍ତିବର୍ଦ୍ଧନ ସିଂ

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୧୪

ଶ୍ରୀ ବି.ଏଲ୍ ବର୍ମା

ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୧୫

ଶ୍ରୀ ଶାନ୍ତନୁ ଠାକୁର

ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୧୬

ଶ୍ରୀ ସୁରେଶ ଗୋପୀ

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ପର୍ଯ୍ୟଟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୧୭

ଡ. ଏଲ୍ ମୁରୁଗାନ୍

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୧୮

ଶ୍ରୀ ଅଜୟ ଟାମଟା

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୧୯

ଶ୍ରୀ ବାନ୍ଦୀ ସଞ୍ଜୟ କୁମାର

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୨୦

ଶ୍ରୀ କମଲେଶ ପାସୱାନ

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୨୧

ଶ୍ରୀ ଭଗୀରଥ ଚୌଧୁରୀ

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୨୨

ଶ୍ରୀ ସତୀଶ ଚନ୍ଦ୍ର ଦୁବେ

କୋଇଲା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ଖଣି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୨୩

ଶ୍ରୀ ସଞ୍ଜୟ ସେଠ

ପ୍ରତିରକ୍ଷା ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ

୨୪

ଶ୍ରୀ ରବନୀତ ସିଂ

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ରେଳ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ

୨୫

ଶ୍ରୀ ଦୁର୍ଗାଦାସ ଉଇକେ

ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୨୬

ଶ୍ରୀମତୀ ରକ୍ଷା ନିଖିଲ ଖଡ଼ସେ

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୨୭

ସୁକାନ୍ତ ମଜୁମଦାର

ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୨୮

ଶ୍ରୀମତୀ ସାବିତ୍ରୀ ଠାକୁର

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୨୯

ଶ୍ରୀ ତୋଖନ ସାହୁ

ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୩୦

ଶ୍ରୀ ରାଜ ଭୂଷଣ ଚୌଧୁରୀ

ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

  •  

ଶ୍ରୀ ଭୂପତି ରାଜୁ ଶ୍ରୀନିବାସ ବର୍ମା

ଭାରୀ ଶିଳ୍ପ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଏବଂ

ଇସ୍ପାତ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ

  •  

ଶ୍ରୀ ହର୍ଷ ମାଲହୋତ୍ରା

କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୩୩

ଶ୍ରୀମତୀ ନିରୁବେନ ଜୟନ୍ତୀ ଭାଇ ବମଭଣିଆ

ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

  •  

ଶ୍ରୀ ମୁରଲୀଧର ମୋହୋଲ

ସମବାୟ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଏବଂ

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୩୫

ଶ୍ରୀ ଜର୍ଜ କୁରିଏନ୍

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୩୬

ଶ୍ରୀ ପବିତ୍ର ମାର୍ଗେରିଟା

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ

ବୟନ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

 

*********

P.S/Swadhin/PIB Bhubaneswar


(ରିଲିଜ ଆଡି: 2023862) ପରିଦର୍ଶକ କାଉଣ୍ଟର : 432